by SIPRA NAMTA ✓ · 19 Feb 2019
ବାପା ଭାତ ରାନ୍ଧିବା ପାଇଁ ସଜ କରେ ,ପାରୁଲ ହାଣ୍ଡି ରେ ପାଣି ଦିଏ, ଚାଉଳ ଛାଡେ ପେଜ ଗାଳେ ନାହିଁ ସେମିତି ପାଣି ଢାଳିଦେଇ ରଖିଦିଏ ।
Loading comments…
Loading comments…