by Nityananda Nandi ✓ · 8 Jun 2021
କ୍ଳାନ୍ତ ଅପରାହ୍ନ, ଫଗୁଣ ଆମ୍ବକଷିର ବାସ୍ନାରେ ମହକୁ ଥାଏ ଆକାଶ । ଦୁଇ ସାଙ୍ଗର ପୁନର୍ମିଳନ । ସୁଦାମାକୁ ଛାଡି କୃଷ୍ଣ କଣ ବଞ୍ଚିପାରେ ???? ବିରହ ବେଦନା ବହିଗଲା ତରଳି ଯାଇଥିବା ଅଭିମାନ ସାଥିରେ ।
Loading comments…
Loading comments…