by Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର) ✓ · 4 Apr 2020
ଇଏ ଯେ ସଙ୍ଗରୋଧର ସମୟ।ଲୋକଙ୍କୁ ଘରୁ ବାହାରିବା ଲାଗି କଟକଣା।ଏତେ ସମୟ ମାଉସୀର ବାହାରେ ରହିବା ଉଚିତ ନୁହେଁ ନିଶ୍ଚୟ। ପୋଲିସ ଭ୍ୟାନଟିଏ ଆସିଲା ଏଇ ସମୟରେ ଓ ଅଟକି ଗଲା।ଓହ୍ଲେଇ ପଡ଼ିଲା ପୋଲିସ ଜଣେ-"ଏ ବୁଢ଼ୀ, କାହିଁକି ବାହାରେ ବୁଲୁଚୁ?"
Loading comments…
Loading comments…