by Sanjya Tripathy ✓ · 22 Jun 2022
ଏହା ପରେ ମହାଭସାହରେ ସେ ଆସି ତା ଗାଁ ସୀମାରେ ପହଂଚିଲା । ସେଇଠି ଦ୍ବାରପାଳ ଭଳି ଜଗି ରହିଥିଲେ କେଇ ଜଣ ଗ୍ରାମବାସୀ । ଦେବାଶିଷ ସେମାନଙ୍କୁ ତାର କାହାଣୀ ଶୁଣେଇଲା ଓ ନିଜ ଘରକୁ ଯିବା ପାଇଁ ପାଦ ବଢ଼େଇଲା । କିନ୍ତୁ ଯମଦୂତ ଭଳି ତା ବାଟ ଓଗାଳି
Loading comments…
Loading comments…