by Dr Jharana Satapathy ✓ · 11 Nov 2019
ସରି ବିବେକ ମୋ ଲାଗି ସଂପର୍କରେ ଏତେଛିଟା । ସଂପର୍କର ପାଚେରୀ ସୃଷ୍ଟି କରି ତୁମଠୁ ଅଲଗା ହେବାପାଇଁ ଯାଉଥିଲି । ସତରେ ଏ ସନ୍ଦେହ ମଣିଷକୁ ତଳିତଳାନ୍ତ କରିଦିଏ । ତୁମର ମୋର ସଂପର୍କ ଜନ୍ମଜନ୍ମାନ୍ତର ।
Loading comments…
Loading comments…