by Sachidananda Kar ✓ · 3 Jan 2021
ପଲ୍ଲବୀ,ଏବେ ଆମ ଦୁହିଙ୍କ ଭିତରେ ଦୂରତା ଅନେକ।ତେଣୁ ଅଚାନକ ସାକ୍ଷାତ ହୋଇ ଯିବାର ଆଶଙ୍କା ମନକୁ ଆଣିବନି।ମୋ ପାଖରେ ଥିବା ତୁମର ସବୁତକ ଦସ୍ତାବିଜକୁ ମୁଁ ପୋଡି ପାଉଁଶ କରିଦେଇଛି।କେବଳ ସ୍ମୃତିକୁ ଛାଡିଦେଲେ ଆଉ କେଉଁଠି ନାହିଁ ତୁମ ଭଲପାଇବାର ଅ
Loading comments…
Loading comments…