by samhita jena ✓ · 19 May 2022
ଏ ଅନିତ୍ୟ ମାୟା ସଂସାରରେ ଏମିତି ଛନ୍ଦି ଦେଲ ଯେ,ମୁଁ ତୁମକୁ ବି ଭୁଲି ଗଲି। କେବଳ ଦୁଃଖ ପଡିଲେ ତମକୁ ଆକୁଳ ପ୍ରାର୍ଥନା କରୁଛି।ମୋତେ କ୍ଷମା କରିବ ପ୍ରଭୂ!ଆଖିରୁ ଗଙ୍ଗା ଯମୁନା ପରି ଅଶ୍ରୁଧାର।
Loading comments…
Loading comments…