by Tikeshwar Sahu ✓ · 7 Apr 2022
ସମସ୍ତଙ୍କ ମୁହଁରେ ସତ୍ୟଙ୍କ ନାମ | ଆଉ ହାତ ସତରେ ଉଠିଯାଉଥିଲା ସତ୍ୟଙ୍କ ମୁଣ୍ଡ ଉପରକୁ ଆଶୀର୍ବାଦର ଭରା ପୁଷ୍ପ ସମ୍ଭାର ନେଇ | ସଂସ୍କାରର ନୂଆଯୁଗ ଆରମ୍ଭ ହୋଇଯାଇଥିଲା | ନୂତନ ସୂର୍ଯ୍ୟର ଆଭାରେ ସାରା ପୃଥିବୀ ଉଦ୍ଭାସିତ ହେବ, ନିଃସନ୍ଦେହ |
Loading comments…
Loading comments…