by BHAGABANA NAIK ✓ · 22 Nov 2021
ମୁଁ ଅତି ନିକଟରୁ ଲୋକଙ୍କୁ ଦେଖୁଛି, ତାଙ୍କ ସୁଖଦୁଃଖରେ ଭାଗିଦାର ହେଉଛି । ସେଥିରୁ ସମାଜ ସେବାରେ ଯେଉଁ ଆତ୍ମତୃପ୍ତି, ଶାନ୍ତି ମିଳୁଛି', ତାହା ଏହି ପଦ ପଦବୀ କଦାପି ଦେଇପାରିବ ନାହିଁ ।
Loading comments…
Comments
Loading comments…