by Dr Rashmita Panigrahi ✓ · 20 Jul 2020
ରାୟ ବାବୁ ତରତର ହେଇ ଯିବାକୁ ବାହାରିଛନ୍ତି, ହେଲେ ମିସେସ ରାୟ ବାଟ ଓଗାଳି ଛିଡା ହେଇ ଗଲେ l -- ସବୁକଥା ଶୁଣି ସାରିବା ପରେ ପଚାରିଲେ ତୁମେ କଣ ସତରେ ଯିବ ଭାବୁଛ ? --ହଁ l --ତୁମକୁ ଡର ଲାଗୁନି ? --ମାନବିକତା ବୋଲି କିଛି ଅଛି କି ନା
Loading comments…
Loading comments…