ଅବକାରୀ ବିଭାଗର ବାବୁମାନେ ଚାଲିଯିବାର ଅଳ୍ପ ସମୟ ପରେ ରାସ୍ତାରୋକ କରିଥିବା ଲୋକମାନେ ରାସ୍ତାରୁ ହଟିଗଲେ । ଖବର ଆସିଲା,"ଖରା ଓ ଗରମକୁ ଖାତିର ନକରି ନିର୍ବାଚନ ନିମନ୍ତେ ସରକାରୀ ଦଳ ସପକ୍ଷରେ ପ୍ରଚାର କରୁକରୁ ଅସୁସ୍ଥ ହେଇ ଅକାଳରେ ମୃତ୍ୟୁ ବରଣ କରିଥିବା ଏବଂ ଚିକିତ୍ସାଧୀନ ଥିବା ଲୋକ ମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ପରିବାରକୁ ଦୁଇଲକ୍ଷ ଲେଖାଏ କ୍ଷତିପୂରଣ
Loading comments…