by Rozalini Mishra ✓ · 4 Sept 2019
ଶଶୁରଙ୍କ ଡାକରେ ପ୍ରକୃତିସ୍ଥ ହେଲା ମେଘା। ଏ ମା' .. ଖାଇବା ରେଡି ହେଲା କି ?ଦେଲୁ ଦେଲୁ ଖାଇବା ବାଢ଼ିଲୁ , ଭୋକ ଲାଗିଲାଣି।ଚୁପଚାପ ଖାଇବା ବାଢ଼ିଦେଲା ମେଘା ଶାଶୁ ଶଶୁରଙ୍କ ପାଇଁ।
Loading comments…
Loading comments…