by Rasmita Dixit ✓ · 14 Apr 2021
ଉଁ ..... ନା ...... କିଛି ମେସେଜ ନାହିଁ। ସବୁବେଳେ କେଆର୍ ଲେସ ଅନୁରାଗ , ଏଇଠି ତ ଦେଖାହେବାକୁ ନିଜେ କହିଥିଲା ତା ତରଫରୁ । ହେଲେ କାଲି ମେସେଜଟିଏ ଛାଡି ଦେଇ ବାବୁ ଗାଏବ । ନା ଫୋନ ନା ଆଉ ମେସେଜ । ....... ଧେତ୍ ତେରିକା ..........
Loading comments…
Loading comments…