by Ranjit Sahu ✓ · 1 Feb 2022
ରାଜା ମିତ୍ରାଦିତ୍ୟଙ୍କର ଦୂତଟିଏ ଆସିଛି ଆଉ ବାର୍ତ୍ତା ନେଇକି ଆସିଛି I କହୁଛି, ମଣିମାଙ୍କୁ ତୁରନ୍ତ ମନ୍ଦିର ପାଖରେଥିବା ପାନ୍ଥଶାଳାକୁ ପ୍ରସ୍ଥାନ କରିବାକୁ ପଡିବ ଯେଉଁଠାରେ କିଛି ଗୋଟିଏ ବଡ ଅଘଟଣ ଘଟି ଯାଇଛି I
Loading comments…
Loading comments…