by shmitaa mohanty ✓ · 10 Jan 2022
ପିଲାଦିନୁ ମୁଁ ମୋ ମାଆର ସ୍ନେହ ପାଇନି । ସବୁବେଳେ ଖୁଡିଙ୍କୁ ମୋ ମାଆ ହିଁ ଭାବିଥାଏ । ତେଣୁ ତାଙ୍କ ଆଶୀର୍ବାଦ ମୋ ଉପରେ ଅଛି ସେଥିପାଇଁ ମୋର କିଛି ହେଲା ନାହିଁ, କେହି ଅଜଣା ବ୍ୟକ୍ତି ଏ କାଣ୍ଡ କରିଛନ୍ତି .
Loading comments…
Loading comments…