by Sukanta Nayak ✓ · 6 Jun 2018
ଏଠିକାର ବାୟୁରେ ଗୋଟେ ଅଲଗା ହି ଯାଦୁ ଅଛି। ସକାଳର କୁହୁଡି ଭରା ଆକାଶ ପୁଣି ଗଛର ଲାଲିଆ ହଳଦିଆ ସୁନ୍ଦରିଆ ଫୁଲ ସବୁ ମନକୁ ଏକ ଅଲଗା ସ୍ତରକୁ ଟାଣିନିଏ.
Loading comments…
Loading comments…