by Minakshi Samal ✓ · 27 Nov 2019
କିଛିଦିନର ବ୍ୟବଧାନରେ ,ଝିଅରୁ ସ୍ତ୍ରୀ ହେବା ଭିତରେ ଭାବନା ମାନଙ୍କର ଭାବାନ୍ତର ଆପଣା ଛାଏଁ କେମିତି ହୋଇଗଲା ସେକଥା ସୁହାନୀର ବୁଝିବାର ହୁଏତ ଆବଶ୍ୟକତା ହୋଇନଥିଲା । ସମସ୍ତଙ୍କର ଖୁସିକୁ ନିଜର ଖୁସି ଭାବେ ମାନିନେଇଥିଲା ସେ ।
Loading comments…
Loading comments…