by shibaram dalai ✓ · 11 Apr 2020
ଦୁଇ ବର୍ଷ ପୂର୍ବେ କେତେ ଖୁସିରେ ଲିଟୁ ତା ଡାଡି ମମି ଙ୍କ ସହ ବଡ଼ବଡୁଆ ପାଳନ କରିଥିଲା ।ଏକଥା ଭାବିଲା ବେଳକୁ ସତ୍ୟବ୍ରତ ବାବୁ ଙ୍କ ଆଖି ଛଳଛଳ ହେଇଆସିଲା ।ବାମ ହାତରେ ଦୁଇ ଆଖିରୁ ଲୁହ ପୋଛି ଲିଟୁ ଆଡ଼କୁ ପାଦ ବଢ଼ାଇଲା ।
Loading comments…
Loading comments…