by Kanan Bala Nayak ✓ · 11 Nov 2019
ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ ହୃଦ କପିଳାସେ ତୋର ବହେ ପ୍ରେମ ଝର ଵିଜେ କରିଛନ୍ତି ତହିଁ ସ୍ବୟମ୍ଭୁ ଶଙ୍କର
Loading comments…
Loading comments…