by Rajalaxmi Tripathy ✓ · 17 Aug 2021
ପୁଅବୋହୁମାନଙ୍କର ଅଣଦେଖା ଓ ଖରାପ ବ୍ୟବହାରରେ ଆମେ ଦୁହେଁ ଏତେ ଅସନ୍ତୁଷ୍ଟ ହୋଇଥିଲୁ ଯେ ମୁଁ ସୁନିକୁ ବୁଝାଇଦେଇଥିଲି ଏସବୁ ବ୍ରତ,ଉପବାସ ଉପରେ ଭରସା ନକରି ମଣିଷ ତା'ର ଆଚରଣ ପ୍ରଥମେ ଶୁଦ୍ଧ କରିବା ଉଚିତ । ସମସ୍ତଙ୍କୁ ଭଲ ପାଇବାକୁ ପଡିବ ।
Loading comments…
Loading comments…