by Nityananda Sahu ✓ · 20 May 2021
ଅନ୍ୟ ଦୃଶ୍ୟରେ ବରକୁ ଦାଣ୍ଡରେ ବାଟ ବରଣୀ ଶଶୁର ଆସି କରନ୍ତି। ପୂଜକ ଏବଂ ବାରିକଙ୍କର ଉପସ୍ଥିତିରେ ବାଟ ବରଣି କର୍ମ ସମାପ୍ତ ହେଲା ପରେ, ରାମକୁ ଶଳାମାନେ ଟେକି ଟେକି ଆସ୍ଥାନ ପାଖକୁ ନେଇ ଯାଆନ୍ତି ।
Loading comments…
Loading comments…