by Nityananda Sahu ✓ · 20 May 2021
ମୋର ତ ମନେ ଅଛି, ବଡି ଭୋରରୁ ଉଠି ତୁମେ ସ୍ନାନ କରି ଘରେ ଠାକୁର ପୂଜା ସହ ବୃନ୍ଦାବତୀଙ୍କୁ ଜଳ ପୁଷ୍ପ ଦେଇ ଆରାଧନା କରି, ଆମ ସମସ୍ତଙ୍କର ନିତ୍ୟକର୍ମ ସରିବା ପୂର୍ବରୁ ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତି ବି କରି ସାରୁଥିଲ ।
Loading comments…
Loading comments…