by Nityananda Sahu ✓ · 12 Jun 2021
ତୋ ବାପା ମତେ ଏତେ ଭଲ ପାଆନ୍ତି ବୋଲି ମୁଁ ଯାହା ବି କୁହେ ସେ ହସି ହସି କରି ଦିଅନ୍ତି କେବେ କିଛି ପ୍ରତିବାଦ କରନ୍ତି ନାହିଁ । ଆଉ ତୁ ସ୍ୱାମୀଟାକୁ କାନିରେ ବାନ୍ଧି କି ରଖି ପାରିଲୁ ନାହିଁ !
Loading comments…
Loading comments…