by Nityananda Sahu ✓ · 19 May 2021
ଝିଅର ବାପା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଗୋଟେ ଝିଅ ଆଉ ଗୋଟେ ପୁଅ । ଝିଅ ବଡ଼ ଏବଂ ପୁଅ ସାନ । ଝିଅର ମାଆ ଗୃହିଣୀ ଅଟନ୍ତି । ପରିବାରର ଚଳଣି, କଥା ବାର୍ତ୍ତାରେ ମାର୍ଜିତ ଏବଂ ଘରେ ବିଭିନ୍ନ ପ୍ରକାରର ସାଜ ସଜ୍ଜାରେ ମନ ମୁଗ୍ଧ ହୋଇଗଲା ।
Loading comments…
Loading comments…