by Nityananda Sahu ✓ · 19 May 2021
କି ଯୁଗ ହେଲା ଲୋ ମାଆ । ବାପା ମାଆ ମାନେ ଆଉ ବାହାଘର ପାଇଁ ପୁଅ କି ଝିଅ ଉପଯୁକ୍ତ ପସନ୍ଦ କରି ପାରୁନାହାନ୍ତି । ପିଲାମାନଙ୍କର ପସନ୍ଦରେ ବାହାଘର ହେବ । ସବୁ ପରମ୍ପରାକୁ ଭାଙ୍ଗି ଚୁଲିରେ ଜାଳି ସାରିଲେଣି ??
Loading comments…
Comments
Loading comments…