by Nityananda Sahu ✓ · 20 May 2021
ସମର୍ଥନ ତ ମୋର ଅଛି କିନ୍ତୁ ଯେଉଁଠି ଭୁଲ କି ପରିବାରର କିଛି କ୍ଷତି ହେବାର ଅନୁଭବ ମତେ ହେବ, ସେଠି ମୋ ସମର୍ଥନ ଆଶା କରିବ ନାହିଁ !! ମୁଁ କେବଳ ଠିକ କଥାକୁ ହିଁ ସମର୍ଥନ କରେ, ତାହା ତୁମେ ଭଲ ସେ ଜାଣିଛ ।
Loading comments…
Loading comments…