by Pallabi Das ✓ · 3 May 2019
ଆକାଶରେ ଚିକମିକ୍ ତାରା ଦେଖି ଟିକେ ରହି ଯାଇ ପଚାରୁଚି ତାକୁ - "କଣ ଆଇ ମା ତୁ ଖୁସି ତ ! ତାରାଟା ଆଉ ଟିକେ ଅଧିକ ଚିକ୍ ମିକ୍ କରିଦେଲା ସତେ ଯେମିତି ମନ ଭିତରର ଘନ ଅନ୍ଧକାର ଦୂର କରିଦେଇ ଆଲୋକରେ ଭର୍ତ୍ତି କରିବା ପରି ।
Loading comments…
Loading comments…