by Ashis Kumar Swain ✓ · 19 Dec 2019
ଯୋଉ ଉତ୍ସବ ପାଇଁ ଏତେ ପରିଶ୍ରମ କଲି ସେ ଉତ୍ସବରେ ମୋର ଲେଖାଟି ବାହାରିପାରିଲାନି । ଯେଉଁ ଗୁରୁ କଥାଦେଇଥିଲେ ବାହାର କରିବା ପାଇଁ କଥାଟିକୁ ମୋର ରଖିଲେନି । ସେ ଶିକ୍ଷା ଦେଇଥିଲେ ସତ୍ୟ ଅସ୍ତ୍ର ଧରିବାକୁ କିନ୍ତୁ ନିଜେ ଠକି ମିଛ କହିଲେ ।
Loading comments…
Loading comments…