by Lokanath Rath ✓ · 14 Apr 2021
ରାମଚନ୍ଦ୍ର ବାବୁ ଟିକେ ଅତୀତକୁ ଫେରିଗଲେ । ତାଙ୍କର ମନେ ପଡିଗଲା ପିଲାଦିନ କଥା । ଖରାଦିନେ ସକାଳୁଆ ସ୍କୁଲ ହୁଏ ,ଆଉ ସ୍କୁଲରୁ ଫେରିଲା ବେଳେ ସବୁ ସାଙ୍ଗ ମାନଙ୍କ ସହିତ ଏଇ ବରଗଛ ମୂଳେ ଟିକେ ବସି ସମୟ କାଟୁଥିଲେ ଓ ତାପରେ ସମସ୍ତେ ଘରକୁ ଯାଉଥି
Loading comments…
Comments
Loading comments…