by Swetapadma Padhi ✓ · 7 Oct 2021
ଏମିତି ତ ପର୍ବପର୍ବାଣୀ ହେଲେ ଆମ ଓଡ଼ିଆ ଘର ନାନା ପ୍ରକାରର ପିଠା ମିଠା ରେ ଭାସେ ସେଥିରେ ପୁଣି ନୂଆ ବାହା ହେଇଥିବା ଅତିଥି ଆସିଗଲେ ସକାଳୁ ସନ୍ଧ୍ୟା ଭୂରି ଭୋଜନ ଚାଲେ । ତେଣୁ ପୂଜାର ଜୋରସୋରରେ ଖିଆପିଆ ବି ଧୂମ୍ ଚାଲିଥାଏ ।
Loading comments…
Comments
Loading comments…