by Satyabati Swain ✓ · 17 Jun 2019
ବର୍ତ୍ତମାନ ମୋର ସଂଘର୍ଷମୟ ଜୀବନ,ସ୍ବପ୍ନ,ଆଶା ସହ । ବୋଉକୁ ଅତି ଭଲ ଡାକ୍ତରି ଚିକିତ୍ସା ଦେଇପାରୁନି କାରଣ ଅଣ୍ଟୁନି ମୋ ରୋଜଗାର ଡାଲି ଭାତକୁ । ପୁଅ ମାଗିଲା ଗାଡି ଚଢି ବୁଲିବ । ଦେଇ ପାରିଲିନି । ପୁଅ କହିଲା ପଢିବ ପଇସା ଦିଆ କଲେଜରେ ଲକ୍ଷ ଲକ୍ଷ ଟଙ୍କା ଦେଇ ପଢ଼ିବ ।
Loading comments…
Loading comments…