by Sunanda Mohanty ✓ · 10 Nov 2021
ସେଦିନ ରାତିରେ ଖାଇ ପିଇ ଶୋଇବା ପରେ ପ୍ରାୟ ରାତି ଦୁଇଟା ରେ ବୋଉ ଉଠିବସିଲା ଆଉ ଖାଇବାକୁ ମାଗିଲା, ତ ବଡ଼ଝିଅ ଧଡପଡ ହୋଇ ବଳିପଡିଥିବା ରୁଟି କୁ ଗରମ କ୍ଷୀର ରେ ପକାଇ ଚାଖେଣା ସଂଗେ ଖାଇବାକୁ ଦେଲା ତ ବୋଉ ଖାଉଥାଏ ଆଉ କାନ୍ଦୁଥାଏ ତଥା ତାକୁ ଖାଇ
Loading comments…
Loading comments…