by Ajaya Mahala ✓ · 17 May 2018
କିଛି ସମୟର ନୀରବତା ପରେ ସେ ଆଖିରୁ ଲୁହ ଝରାଇ କହିଲେ, "ତୁମେ ନିଜ ହାତରେ ଏ ସବୁ ମାଆକୁ ଦେବ, ମା' ଖୁସି ହେବ" ମୁଁ ମୁଣ୍ଡ ହଲେଇ ହଁ କହିଲି ।
Loading comments…
Loading comments…