ପ୍ରାଚୀନ କାଳରୁ ଯେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡା଼ ଯାତ୍ରା ପରେ ନିଜ ଶ୍ରୀମନ୍ଦିର କୁ ଫେରନ୍ତି, ମା ଲକ୍ଷ୍ମୀ ତାଙ୍କୁ ସାଙ୍ଗରେ ନ ନେଇକି ଯାଇଥିବାରୁ ରୋଷ କରି ମନ୍ଦିର ମଧ୍ୟକୁ ଜଗନ୍ନାଥ ଙ୍କ ପ୍ରବେଶ ନିଷେଧ କରନ୍ତି l ମା ଲକ୍ଷ୍ମୀଙ୍କ ରାଗକୁ କମେଇବା ପାଇଁ କାଳିଆ ଠାକୁର ତାଙ୍କ ପାଟିରେ ରସଗୋଲା ଦେଇ ତାଙ୍କ ମନଭଞ୍ଜ୍ଜନ କରନ୍ତି l
Loading comments…