by Parameswar Ojha ✓ · 20 Mar 2020
ଏଇ ଜାଣିଛ ବାପା ନାଁ ତମ କଥା ମନେ ପକାଇ ବେଳେ ବେଳେ ଛୋଟ ଛୁଆ ପରି କାନ୍ଦୁଛନ୍ତି । ଯେତେ ବୁଝାବୁଝି କରି ମନେଇଲେ ବି ଜମା ବୁଝୁ ନାହାନ୍ତି ଅଖିଆ ଅପିଆ ସେମିତି ଶୋଇ ଯାଉଛନ୍ତି ରାତି ରାତି ।
Loading comments…
Loading comments…