ମୋର ବି ପରିବାର ଥିଲା । ପୁଅ ଝିଅ ବନ୍ଧୁ ବାନ୍ଧବ ସବୁ ଥିଲେ ।କିନ୍ତୁ କଣ ହେବ । ସମସ୍ତେ ଜଣ ଜଣ କରି ମୁହଁ ମୋଡି ଚାଲିଗଲେ କାରଣ ଥିଲା । ମୁଁ ବୋଧେ ସେମାନଙ୍କ ଉପରେ ବୋଝ ହୋଇଗଲି । ବଳ ବୟସ ଥିଲା ସୁବୁ କରିପାରୁଥିଲି ସମସ୍ତଙ୍କ ଅତି ପ୍ରିୟ ଥିଲି । ବଳ ବୟସ ଗଲା ଦୁର୍ବଳ ହେଇଗଲି ସମସ୍ତଙ୍କ ପାଇଁ ବୋଝ ହୋଇଗଲି।
Loading comments…