by Lopamudra Parida ✓ · 11 Feb 2022
କବାଟ ପଛରୁ ଅପସରି ଯାଉଥିଲେ ହଳେ ଶୁଷ୍କ ପାଦ ନିଜ ଉପସ୍ଥିତିର ଆଭାସ ଜଣେଇଦେବାକୁ ନ ଚାହିଁ ନିଃଶବ୍ଦରେ..... ହେଲେ ପବନ ତରଙ୍ଗ ଯେ ଭାରି ଅମାନିଆ । ମୋର ତପସ୍ୟା ଚହଲିଗଲା ।
Loading comments…
Loading comments…