by Priyaranjan Biswal ✓ · 5 Oct 2019
ପ୍ରିୟତମା ତୁମେ ମୋ ପାଇଁ ଶୀତର ଉଷ୍ଣତା, ବର୍ଷାର ମହ୍ଲାର, ଫଗୁଣର ମଳୟ ଆଉ ଗ୍ରୀଷ୍ମର ଶୀତଳତା। ତୁମପାଇଁ ମୋ ପୃଥିବୀରେ ଚିର ବସନ୍ତର ସବୁଜିମା।
Loading comments…
Loading comments…