ସେଇ ବରୁଣ ସାରକୁ ପାନେ ଚଖାଇବାକୁ ପଡିବ।ଟିକି ବଦଳରେ , ସେଇ ସାର୍ କୋଚିଙ୍ଗ ସେଣ୍ଟର ଆସିବା ବନ୍ଦ କରିବ ଅନ୍ୟ ଝିଅଙ୍କୁ ବ୍ଲାକମେଲ କରିବାକୁ ବି ଡରିବ ଓ ସେ ବଦମାସ ଅବିନାଶ ବି। ନିଜେ ଟିକିକୁ ସାଙ୍ଗରେ ନେଇ ତାଙ୍କ ଘରକୁ କିମ୍ବା କଲେଜ ନେଇ ଟିକିକୁ କହିବେ ଚପଲ ଖୋଲି ବାଡେଇବା ପାଇଁ ସେଇ ମାଷ୍ଟର କୁ ସମସ୍ତଙ୍କ ସାମ୍ନାରେ। ମାଡ଼ କୁ ମହାଦେବ ଡରନ୍ତି। ଦରକାର ପଡିଲେ ପୋଲିସରେ ଅଭିଯୋଗ ବି କରିବେ।
Loading comments…