by Ashok Moharana ✓ · 20 Aug 2021
ଥରେ ଭିଡ଼ ଠେଲି ଗଲେ ଯେ କିଏ ଗୋଟେ ତାଙ୍କୁ ଠେଲି ଦେଲା..ଆଉ କିଏ ଭୋଜି ଗୁଡା ତାଙ୍କ ଉପରେ ଢାଳି ଦେଲା । ଅଜାଙ୍କ ଦେହ ସାରା ଭାତ, ଡାଲି ତରକାରୀରେ ଅସନା କରିଦେଲା ।
Loading comments…
Loading comments…