by Rekharani Sahu ✓ · 25 Jul 2021
କିନ୍ତୁ ବାଗୀ ଶୁଣିଲେ ତ । ସେ ମାନିବାକୁ ନାରାଜ । ସେ ଏକଇ ଜିଦ୍ ରେ ଅଛି । ନଈ ତାର ମା ସେ ତାର କିଛି କରିବନି । ସତକୁ ସତ ସେଇଆ ହୁଏ ଯେମିତି ଠେଙ୍ଗା ଧରି ଡେଙ୍ଗା ଲୋକ ବୁଢ଼ା ବେଳେ ଅଣ୍ଟା ସଳଖ କରି ଚାଲନ୍ତି । ଠିକ୍ ସେମିତି ନଈ ବଢି ହେଲା।
Loading comments…
Loading comments…