by Rasmi Rekha Tripathy ✓ · 3 Sept 2019
ସେ ଦିନର ସେ ଠକାମୀର ଶୀକାର ହୋଇ ମୁଁ ଆଜି କ’ଣ ହରେଇଛି ଜାଣିନି, କିନ୍ତୁ ପାଇଛି ବହୁତ କିଛି l ମୋ ସ୍ତ୍ରୀର ଭଲପାଇବା, ମୋ ପରିବାର ପ୍ରତି ତା’ର ଆନ୍ତରିକତା ଓ ସବୁ ଉପରେ ମାନସିକ ଶାନ୍ତି l
Loading comments…
Loading comments…