by Balaram Barik ✓ · 20 Apr 2021
ବୋଉ କହେ ସେମାନେ ପିଲା ଥିଲା ବେଳେ ଏହି ଟୀକା ନେଇଥିଲେ।ସେତେବେଳେ ମଧ୍ୟ କିଛି ମହାମାରୀ ରୋଗ ଆସିଥିଲା। ତା'ର ମନେ ନାହିଁ ।।କେତେବେଳେ କହେ ବସନ୍ତ ପାଇଁ।ପୁଣି କେତେବେଳେ କହେ ନାଇଁ ନାଇଁ।ମିଳିମିଳା ପାଇଁ।
Loading comments…
Loading comments…