by Prasanta Kumar Behera ✓ · 12 May 2021
ଟୀକା ନେବା ସହ ସାମାଜିକ ଦୂରତା, ସଂଗରୋଧ, ମାସ୍କ୍ ଓ ସାନିଟାଇଜର୍ ବ୍ୟବହାର ନିହାତି ଜରୁରୀ l ଆମ୍ଭେମାନେ ସଚେତନ ହେବା ସହିତ ସରକାର କରୁଥିବା ସମସ୍ତ ନିୟମ ମାନିଲେ କରୋନା ହାରିବ, ଆମେ ଜିତିବା ଏଥିରେ ତିଳେହେଁ ସନ୍ଦେହ ନାହିଁ l
Loading comments…
Loading comments…