by indira Satpathy padhi ✓ · 19 Mar 2020
ଜାଣିଛି ସନ୍ତାନ ବିପଦ ରେ ପଡ଼ିଲେ ମା ଯେଉଁଠି ଥିଲେ ବି ତାଙ୍କ ମନ ଅସ୍ଥିର ହୋଇ ଉଠେ। ଯଦି କେବେ ଝୁଣ୍ଟି ପଡ଼େ, ଏଇ ଖସଡ଼ା ବାଟ ରେ ଯଦି କେବେ ମୋ ପାଦ ଖସି ଯାଏ, ହାତରେ କଣ୍ଟା ଟିଏ ଫୁଟିଲେ, ପ୍ରଥମେ ମୁଁ ମା ଗୋ କହି ଉଠେ।
Loading comments…
Comments
Loading comments…