by Akshayakumar Dash ✓ · 16 Aug 2019
ତାର ମଖମଲି ଦେହରେ ହାତରେ ସାଉଁଳେଇଲି ।ବେକତଳକୁ ହତନେଇ ଥାପୁଡ଼େଇଲି ।ଟମି ଏବେ ସୁନାପିଲାଟି ପରି ମୋଦେହରେ ଘଷିହେଉଥାଏ ।ଗୋପାଳ ବାବୁ ଟମି ର ବାହାଦୁରୀ ପ୍ରଶଂସାକରୁଥିଲେ । ଟମି ଶୁଣୁଥାଏ ।
Loading comments…
Loading comments…