by Dr Arati Pattajoshi ✓ · 4 May 2021
ମୁଁ କହିଲି, ତୋତେ ଏବେ କେତେ ବୟସ ହେଲା କହିଲୁ ? ସେ କହିଲା ଛଅ ବର୍ଷ। ମୁଁ ଟିକେ ଭାବିଲା ଭଳି ତା ଆଡେ ଚାହିଁ କହିଲି, ଆଉ ଦରକାର ୧୮ ବର୍ଷ। ସେଥି ପାଇଁବି ତୋତେ ବହୁତ ପରିଶ୍ରମ କରିବାକୁ ପଡିବ।
Loading comments…
Comments
Loading comments…