by ପ୍ରିୟଦର୍ଶିନୀ ମହାନ୍ତି ✓ · 25 Oct 2019
ସେ ସବୁବେଳେ ଚାହିଁ ବସିଥାଏ କୁଆଁରୀ ଝିଅର ବାଟକୁ। ବାଡୁଅ ପାଣିରେ ଗାଧୋଇବା ପାଇଁ ସେ ତା'ରି ତଟକୁ ଆସିବ।
Loading comments…
Loading comments…