by Lopamudra Mishra ✓ · 16 Aug 2019
କଳ୍ପନା କାନ୍ଦି କାନ୍ଦି ପିଲାମାନଙ୍କ ପାଖକୁ ଫେରିଆସିଲେ l ସେଦିନ ରାତିସାରା ବି ଶୋଇପାରିଲେନି l ପିଲାଙ୍କୁ ଶୁଆଇଦେଇ ସେମାନଙ୍କ ମୁଣ୍ଡ ଆଉଁସି ଆଉଁସି ରାତି ପାହିବାକୁ ଅପେକ୍ଷାକରି ରହିଲେ l ମନ ଭିତରେ ଅନେକ କିଛି ତାଙ୍କର ଚାଲୁଥିଲା l
Loading comments…
Comments
Loading comments…