Loading…
ସିଜୁ ଶାଶୁଙ୍କୁ ଦେଉଛି ଅମାପ ଖୁସି ଜୀବନରେ ଯାହା ଯାହା ହରେଇଛନ୍ତି ସବୁ କିଛି। ସୁନୁ ଦରମା ଦିଅନ୍ତି ବୋଉକୁ।ସିଜୁ ପ୍ରତିଟି କଥାରେ ଲୋଡ଼େ ଶାଶୁଙ୍କ ପରାମର୍ଶ।କଣ ରନ୍ଧାଯିବ,କଣ ପିନ୍ଧାଯିବ,କେଉଁ ବାବଦରେ କେତେ ଖର୍ଚ୍ଚ ହେବ ଇତ୍ୟାଦି।ଶୁଖି ଯାଇ ଥିବା ଶାଶୁ ମୁହଁ ଏବେ ସତେଜ ସତେଜ।ସିଜୁ ତାଙ୍କୁ ପାର୍କ ବୁଲେଇ ନିଏ,ଭଲ ମନ୍ଦ କିଣି ଖୁଆଏ।ଜନତା ମଇଦାନରେ ଯେତେବେଳେ ଯାହା ପଡେ ସୁନୁ ଓ ସିଜୁ ବୋଉକୁ ସାଙ୍ଗରେ ନେଇ ଦେଖୁବାକୁ ଯାଆନ୍ତି।
Comments
Loading comments…